Shalandi Sahitya

Welcome to shalandi webzine

ଅଲଣା ସମୁଦ୍ର

କ୍ଷୀରୋଦ ବିହାରୀ ବିଶ୍ୱାଳ

ମୁଁ ଆତ୍ମହତ୍ୟା କରିବି । ଆଉ ବଂଚିରହି ଲାଭନାହିଁ । ଏମିତି ଏକ ଭାବନା ଟେ ମନଭିତରେ ଦୃଢ଼ ହେଉଥିଲା । ଅବସ୍ୟ ଆତ୍ମହତ୍ୟାର କାରଣ ଟା ବହୁତ ଛୋଟ କିନ୍ତୁ ଗୁରୁତ୍ତ୍ୱପୁର୍ଣ୍ଣ କଥା ହେଲା କି ସେହି ଛୋଟ ଘଟଣା ବି ମୋ ସହିତ ଆଗରୁ କେବେ ହୋଇନଥିଲା ।

 

Read More...


ସନ୍ତରଣ

ସୁରେନ୍ଦ୍ର ମିଶ୍ର

ଝରକା ଦେଇ ପଶିଆସିଥିବା ଆଞ୍ଜୁଳେ କଅଁଳିଆ ପବନ ବିଚିତ୍ରାନନ୍ଦଙ୍କୁ ସାଉଁଳେଇ ଦିଅନ୍ତେ ସେ ନିଦ ଭାଙ୍ଗି ଉଠିପଡ଼ିଲେ । ପବନ ତାଙ୍କୁ ଡାକୁ ବା ନ ଡାକୁ ସବୁଦିନ ସେ ଏଇ ସମୟରେ ଉଠଡ୍ତି ।

 

Read More...


ବେଲୁନ ବାଲା

ପରେଶ ପଟ୍ଟନାୟକ

ଖରା ଯେମିତି ଶପଥବଦ୍ଧ ଥିଲା ଆହୁରି ତୀବ୍ର ହେବାପାଇଁ । ତୀବ୍ର ଓ ଟାଣ । ମଣିଷମାନଙ୍କ ପ୍ରତି ତା’ର କୌଣସି କରୁଣା ଥିଲା ଭଳି ମନେହେଉ ନଥିଲା । ବର୍ଷାଭଳି ସେ ଅଗ୍ନୀକଣିକା ସିଂଚିବାରେ ଲାଗିଥିଲା ।

 

Read More...


ସେହି କଣ୍ଠସ୍ଵର ହିଁ ନୀଳକଣ୍ଠ ତିଆଡ଼ି ଜୀବନର ମୋଡ଼ ବଦଳାଇ ଦେଲା। ନୀଳକଣ୍ଠର ବାପା ଭ୍ରମର ତିଆଡ଼ି ଥିଲେ ବିଶିଷ୍ଟ ପାଲାଗାୟକା ଚେହେରା ଯେମିତି ଦେଖିବାକୁ ରାଜା ପରି, କଣ୍ଠସ୍ଵର ବି ସେମିତି ବୀଣାଜିଣା। କେଡ଼େ କେଡ଼େ ପାଲାଗାୟକ ଭ୍ରମର ତିଆଡ଼ିକଂ ପାଲା ଗାୟନ ପାଖରେ ହାର୍‌ ମାନିଛନ୍ତି ଓ ସ୍ବୀକାର କରିଛନ୍ତି ତାଙ୍କ କଂଠ ରେ ସ୍ଵୟଂ ମା” ସରସ୍ଵତୀ ବିରାଜମାନ କରିଛନ୍ତି।

 

Read More...


ନଫରୂଲ୍‌ ଅହମ୍ମବ ଫେରିଯିବାର କିଛି ସମୟ ପରେ ନରହରି ଦାଶ, ଗକର ସିଂ ଆସି ପଚାରିଲା ସେଇ ସମାନ ପ୍ରଶ୍ନ - କୂର୍ତା ତୟାର ହେଇଛି? ଦଜ ଗଜ୍କର ସିଂ ତାକୁ ମଧ୍ୟ ସେଇ ସମାନ ଉତ୍ତର ଦେଲା- “'ନା, ନୂଆ ତୟାର ହେଇନାହିଁ ସେଇ ପୂରୁଣା ଦୂଇଟା ମରାମତି ହେଇ ଟଙ୍ଗା ହେଇଛି।

 

Read More...


ପଶ୍ଚିମାଭାଷାରେ ଏମିତି ଗୋଟେ ଢମାଳି ଅଛି : ' ଡଂଗର ତଲର ବୁରୋଲଟିରେ , ସ ର୍ ସୋ ତି ! / ଖାଏତୁ ବଲେ ତୁଲି ଆନି ଦେତି...! ' ସରସୋତି ବୋଇଲା : ବୁଝେଇ ଦିଅ !

 

Read More...


ସୁମନ୍ତ ଗୋଟିଏ ଜିଗୋଲୋ ବୋଲି ପୁଣି ଅଜୟ ଆଶ୍ଚର୍ଯ୍ୟ ହେଲା ନାହିଁ , କିନୁ ତାକୁ ଦୁଃଖ ଲାଗିଲା -। ବିଶ୍ଵ ବିଦ୍ୟାଳୟ ଛାଡ଼ିଲା ପରେ ବାରବର୍ଷ ହେଲା ସୁମନ୍ତ ସହିତ ତା'ର କୌଣସି ସଂପର୍କ ନଥିଲା , ନିଜନିକ ବାଟରେ ସେମାନେ ଚାଲିଯାଇଥିଲେ, କିନ୍ତୁ କଲେଜ ଓ ଇଭନିଭରସିଟିରେ ସେମାନେ ଘନିଷ୍ଠ ବନ୍ଧୁ ଥିଲେ ।

 

Read More...


ଗପ ଗଢୁଥିବା ଝିଅ

ଚିରଶ୍ରୀ ଇନ୍ଦ୍ରସିଂ

ଡ୍ରାଇଭର ସିଟ୍‌ର ପଛକୁ ଲାଗି ଗାଡ଼ି ଭିତରକୁ ମୁହଁ କରିଥିବା ତିନିଜଣିଆ ସିଟ୍ ରେ ଦିଜଣ ବୁଢ଼ାବୁଢ଼ୀ, ମଝିରେ ନାତି। ନାତିଟିର ବୟସ ବାର କି ତେର, ଆଖିରେ ମୋଟା ଲେନ୍‌ସର ଚଷମା, ମୁହଁରେ ଅସ୍ଵାଭାବିକ ଗାମ୍ଭିର୍ଯ୍ୟ । ବୁଢ଼ାବୁଢ଼ୀ ଦୁହେଁ କିନ୍ତୁ ଭାରି ଗମାତିଆ। ସୁବିଧା ହେଲା ମାତ୍ରେ ନାତି ପିଠିପଟେ ମୁହଁ ଗଳେଇ ଖୁଉବ୍‌ ହସାହସି ହେଉଥାଆନ୍ତି, ଦୁହେଁ ଗପସପ କରୁ କରୁ ।

 

Read More...


ଭୁର୍କୁଣ୍ଡୁ ରେ .. ଏ ..ଏ.. ଇସ୍କୁଲ ପାଚେରିରେ ପିଟି ହୋଇ ଫେରିଆସୁଛି ମୋର ପ୍ରାକ କୈଶୋର କଣ୍ଠର ପ୍ରତିଧ୍ଵନି। ଇସ୍କୁଲ ସାରା ଛୁଟିଦିନର ନୀରବତା । ଛୁଟିଦିନର ନୀରବତା ସଙ୍ଗେ ଗୋଳେଇ ହୋଇଯାଉଛି ଭୋଦୁଅ ମାସର ଦି' ପହରିଆ ଖରା। ଟାଇଟାଇଁ ।

 

Read More...


ସମସ୍ତେ ଶୋଇଗଲା ପରେ ରାତ୍ରିର ନିସ୍ତବଧତା ଭିତରେ ଉଜାଗର ରହି ଓ ଆମ କବି ଲେଖକମାନେ ଚିତ୍ରକଳ୍ପ , ପ୍ରତୀକ ରୂପକ, ବିମ୍ବ ଇତ୍ଯାଦି ଖୋଜି ବୁଲୁଥା'ନ୍ତି । ମୋର ଉଜାଗର ରହି ଏଇ ଖୋଜି ବୁଲିବାର ଅଭ୍ୟାସଟକୁ ମୁଁ ଗ୍ୟାଙ୍ଗଟକ୍‌ରେ ରହୁଥଲାବେଳେ କେତେବାର - ଶକ୍ତ ଝଟକା ଲାଗିଥିଲା।

 

Read More...


ଦିବ୍ୟୋପବାଦ

ଜ୍ୟୋତିପୁଷ୍ପା ଦାସ

ମୁଁ ସଦ୍ୟ ଜେଲରୁ ବାହାରି ଆସିବା ପରେ, ଆମଦୁହିଁଙ୍କୁ ରହୁଥିବା ଆପାର୍ଟମେଣ୍ଟରେ ଆଉ ଘର ମିଳିଲା ନାହିଁ। ମୋ ଘର ଏମିତିରେ ଅନେକ ଦୂର। ତା ପାଇଁ ବନ୍ଦ ହୋଇସାରିଛି ତା ଘରର ମୁଖ୍ୟଦ୍ୱାର। ଅଦୂରଦର୍ଶୀ ଆମେ ଦୁହେଁ ନିଜ ପାଇଁ ମୋଡ଼ିନେଲୁ ଅଲିଖିତ ବାସନ୍ଦ, ଆଉ ସାମାଜିକ ଭୁକ୍ରୁଞ୍ଚନ।

 

Read More...


ମୁଁ ଛୁଟିରେ ଗାଁକୁ ଆସିଥିବାର ଖବର ପାଇ କମଳି ନାନୀ ଆମ ଘରକୁ ଆସିଥିଲା ।
ସେ ମୋର ମଝିଆଁ ମାମୁଙ୍କ ଝିଅ । ମୋଠୁ ଦୁଇ ତିନି ବର୍ଷ ବଡ଼ । ତା’ର ବାହାଘର ସମୟରେ ମୁଁ ମା’ ସାଙ୍ଗରେ ବେଭାର ନେଇ ଯାଇଥିଲି ।

 

Read More...


ତା'ର ମନେହେଲା - ଏ ପୃଥିବୀରେ ମୋର ଦିନକାଳ ସରିସରି ଆସୁଛି। ସରିଆସୁଚି ପୃଥିବୀକୁ ମୋର ଯାହା ଦେବାର କଥା। ଯାହା ଦେବାର ଥିଲା ମୋ ପରିବାରକୁ.  ସମାଜକୁ ସାହିତ୍ୟକୁ । ଏବେ ମୁଁ ନିଃସ୍ଵ । ଅସମର୍ଥ । ଅପରେସନ୍‌ ପରେ ଦିବାକରର ଏମିତି ଚିନ୍ତାଧାରା ।

 

Read More...


ଶ୍ରୀକୃଷ୍ଣଙ୍କ ହସ

କ୍ଷୀରୋଦ ବିହାରୀ ବିଶ୍ବାଳ

ଗତକାଲି ଯାଇଛି  କୁମାର ପୂର୍ଣମୀ କିନ୍ତୁ ଚନ୍ଦ୍ର କିରଣରେ ଟିକେ ବି ଆଞ୍ଚ ଆସିନି | ଶୀତ ଧୀରେ ଧୀରେ ଜାବୁଡ଼ି ଧରିଲାଣି ଧରାକୁ | ଗାଁଲୋକଙ୍କ  ବସ୍ତାରୁ ଚାଦର କମ୍ବଳ ଏଯାଏଁ ବାହାରିନି | ଘର ଭିତରେ ଥଣ୍ଡା ଜଣାପଡୁନଥିବା ବେଳେ ଘର ବାହାରେ ହାଲୁକା କୋହଲା ପବନରେ ଦେହରେ ଶିହରଣ ଖେଳିଯାଉଛି |

 

Read More...


କୁଁକୁଁକୁଁକୁଁ... ନିଜ ଶବ୍ଦରେ ନିଜ ଆଖି ଖୋଲିଗଲା । ମିଞ୍ଜିମିଞ୍ଜି ଆଖି ଖୋଲି ଚାରିଆଡକୁ ଚାହିଁଲା ପ୍ରଦୀପ । ଏତେ ବଡ ଅମରି ବଣ ! ଏଡେ ଡେଙ୍ଗା ଡେଙ୍ଗା ଗଛ? ଆଉ ସେଇ ଭିତରେ କାଇଁକି ଶୋଇଛି ସେ? ସେତିକିବେଳକୁ ଦୁଇଟି କାଠବେଙ୍ଗ ତା’ ମୁହଁ ସାମ୍ନାରେ ଡେଇଁ ଡେଇଁ ଚାଲିଲେ। ଏଡେ ଏଡେ ବେଙ୍ଗ ! ସେ ସ୍ୱପ୍ନ ତ ଦେଖୁନି?

 

Read More...


Total Items: 36

Page 2 of 3        Back   1    2    3    Next